ITDA
- ସୁନ୍ଦରଗଡ
Block
- ରାଜଗାଙ୍ଗପୁର
- କୁଟ୍ରା
- ହେମଗିର
- ଟାଙ୍ଗରପଲ୍ଲୀ
- ବଡଗାଓଁ
- ଲେପହରିପାର
- ବଳିଶଙ୍କର
- ସୁବିଦିଗ
- ସୁନ୍ଦରଗଡ
ଓଡ଼ିଶା ସରକାରଙ୍କ, “ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ୍ (ଏମ୍.ଏମ୍.ଜେ.ଜେ.ଏମ୍.)" କାର୍ଯ୍ୟକ୍ରମ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ ଏକ ସୁଚିନ୍ତିତ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ, ଓଡ଼ିଶାର ସମସ୍ତ ଆଦିବାସୀ ଉପ-ଯୋଜନା ବ୍ଲକରେ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଆୟ ଓ ଜୀବିକା ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ, ବିଭିନ୍ନ ପ୍ରକାରର କୃଷି ତଥା ଅଣକୃଷି ଭିତ୍ତିକ ଜୀବିକା ଉତ୍ପାଦନ କ୍ଲଷ୍ଟର ଗଠନକୁ ପ୍ରୋତ୍ସାହନ ଦେବା ଓ ଆଦିବାସୀ ମାନଙ୍କର ଉନ୍ନତ ତଥା ସ୍ଥାୟୀ ଜୀବିକା ନିର୍ବାହ ସୁନିଶ୍ଚିତ କରିବା ନିମନ୍ତେ ଉତ୍ସର୍ଗୀକୃତ । ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ, ପ୍ରଥମ ପର୍ଯ୍ୟାୟର ତିନି ବର୍ଷ ମଧ୍ୟରେ ଅନ୍ୟୁନ ୧.୫ ଲକ୍ଷ ପରିବାର ତଥା ଆଗାମୀ ସମୟରେ ମୋଟ୍ ୧୭ ଲକ୍ଷ ଜନଜାତି ପରିବାରକୁ ଅନ୍ତର୍ଭୁକ୍ତ କରାଯିବ ।
ମାନ୍ୟବର କ୍ୟାବିନେଟ ମନ୍ତ୍ରୀ
ପ୍ରମୁଖ ଶାସନ ସଚିବ
ମିଶନ୍ ନିର୍ଦ୍ଦେଶକ
ITDA
Block
ITDA
Block
ITDA
Block
ITDA
Block
ITDA
Block
ITDA
Block
ITDA
Block
ITDA
Block
ITDA
Block
ITDA
Block
ITDA
Block
ITDA
Block
ITDA
Block
ITDA
Block
ITDA
Block
ITDA
Block
ITDA
Block
ITDA
Block
ITDA
Block
ITDA
Block
ITDA
Block
ITDA
Block
କ୍ଲଷ୍ଟର ଅଞ୍ଚଳରେ ଥିବା ପତିତ ଜମି, ପଡିଆ ଜମି ଏବଂ ଜଙ୍ଗଲ ଜମିର ୪୦ ପ୍ରତିଶତ ଅଞ୍ଚଳ ଚାଷ ଅଧୀନରେ ଅଣାଯାଇଥିବ.
୩ ବର୍ଷ ମଧ୍ୟରେ ୧୦୦ ପ୍ରତିଶତ ହିତାଧିକାରୀଙ୍କ ଆୟ ଦ୍ୱିଗୁଣିତ ହୋଇଥିବ.
ଚାଷ କରାଯାଉଥିବା କ୍ଷେତ୍ରକୁ ଦୁଇଗୁଣ କରାଯାଇଥିବ.
କୃଷକ ପରିବାରମାନେ ଉନ୍ନତ କୃଷି ପ୍ରଣାଳୀକୁ ୧୦୦ ପ୍ରତିଶତ ଗ୍ରହଣ କରିଥିବେ.
କ୍ଲଷ୍ଟର ବିକାଶ କାର୍ଯ୍ୟକ୍ରମ ଅଧୀନରେ ଫସଲ ଉତ୍ପାଦନରେ ୫0 ପ୍ରତିଶତ ବୃଦ୍ଧି .
କ୍ଲଷ୍ଟର କ୍ଷେତ୍ରର ୫୦ ପ୍ରତିଶତ ଅଞ୍ଚଳ ଜଳସେଚିତ ହୋଇପାରିଥିବ.
କ୍ଲଷ୍ଟର ଅଞ୍ଚଳର ୫୦ ପ୍ରତିଶତ କ୍ଷେତ୍ରରେ ୨ଟି ଫସଲ ଚାଷ ହେଉଥିବ (ଖରିଫ ପରେ ରବି).
ଉଭୟ ରବି ଏବଂ ଗ୍ରୀଷ୍ମ ଋତୁରେ ଚାଷ କରାଯାଉଥିବା ଜମିରେ ୫୦ ପ୍ରତିଶତ ବୃଦ୍ଧି ହୋଇଥିବ.
ଫସଲର ସଘନତା ଦ୍ୱିଗୁଣିତ ହୋଇଥିବ.