ଲକ୍ଷ୍ୟ

ଓଡିଶାରେ ଜନଜାତି ପରିବାର ଗୁଡିକର ଗୋଷ୍ଠୀ ସ୍ତରର ଅନୁଷ୍ଠାନ ସହିତ କାର୍ଯ୍ୟ କରି, ପୁନରୁଜ୍ଜୀବିତ ଜୀବିକା ଅଭ୍ୟାସ ଉପରେ ଗୁରୁତ୍ଵ ଦେଇ କୃଷି ଏବଂ ଅଣ-କୃଷି ସମ୍ବନ୍ଧିତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କର ବାର୍ଷିକ ଆୟ ବୃଦ୍ଧି  କରିବା ।

13

Districts

Lorem ipsum dolor sit amet

119

Blocks

Lorem ipsum dolor sit amet

2599 K

Villages

Lorem ipsum dolor sit amet

ଉଦ୍ଦେଶ୍ୟ

Icon

ବୃହତ୍ତର ଏବଂ ଦୀର୍ଘସ୍ଥାୟୀ ଅର୍ଥନୀତି ନିମନ୍ତେ ଜନଜାତି ସମ୍ପ୍ରଦାୟର କୃଷକମାନଙ୍କୁ ସେମାନଙ୍କ ଗୋଷ୍ଠୀ ଅନୁଷ୍ଠାନ ମାଧ୍ୟମରେ ଏକତ୍ରିକରଣ

Icon

କୃଷି, ଉଦ୍ୟାନ-କୃଷି, ପଶୁପାଳନ ଏବଂ ମତ୍ସ୍ୟଚାଷ ଇତ୍ୟାଦିକୁ ପ୍ରାଧାନ୍ୟ ଦେଇ କୃଷକମାନଙ୍କ ନିମନ୍ତେ କୃଷି-ଆନୁସଙ୍ଗିକ କାର୍ଯ୍ୟକ୍ରମ ଗୁଡିକର ବିବିଧତାକୁ ଉତ୍ସାହିତ କରିବା

Icon

ଫସଲର ସଘନତା ବଢାଇବା ତଥା ବର୍ଷସାରା ଫସଲ ଉତ୍ପାଦନ ସୁନିଶ୍ଚିତ କରିବା ନିମନ୍ତେ ଜଳସେଚନ ଭିତ୍ତିଭୂମି ସୃଷ୍ଟି

Icon

ଜନଜାତି ଯୁବକ ଯୁବତୀ ମାନଙ୍କୁ ଲଘୁ-ଉଦ୍ୟୋଗ ବିକାଶ ତଥା ଗରିବ ପରିବାର ମାନଙ୍କୁ ଆୟ ସୃଷ୍ଟି କରୁଥିବା କାର୍ଯ୍ୟକଳାପ ନିମନ୍ତେ ପ୍ରୋତ୍ସାହନଦେଇ ସେମାନଙ୍କର ଆୟ ବୃଦ୍ଧି କରିବା

Icon

ଲଘୁ ବନଜାତ ଦ୍ରବ୍ୟ ଗୁଡିକର ଅତ୍ୟାବଶ୍ୟକ ମୂଲ୍ୟ ଯୋଗ ସହିତ ଜଙ୍ଗଲ ଭିତ୍ତିକ ଜୀବିକା ମାଧ୍ୟମରେ ଜନଜାତି ପରିବାରର ଆୟ ବୃଦ୍ଧି

Icon

ନିଜ ଉତ୍ପାଦର ସ୍ୱତନ୍ତ୍ର ପରିଚୟ, ବଜାରିକରଣ ଇତ୍ୟାଦିକୁ ପ୍ରୋତ୍ସାହନ ଦେଇ କୃଷି ଓ ଅଣ-କୃଷି ଉତ୍ପାଦ ଗୁଡିକର ମୂଲ୍ୟ-ଶୃଙ୍ଖଳ ବୃଦ୍ଧି କରାଇବା

Icon

ଉନ୍ନତ କୃଷି ଅଭ୍ୟାସ ତଥା ଅନ୍ୟାନ୍ୟ ଜୀବିକା କାର୍ଯ୍ୟକଳାପ ସମନ୍ଧରେ କୃଷକ ମାନଙ୍କର ସଚେତନତା ଏବଂ ଦକ୍ଷତା ବୃଦ୍ଧି

Icon

ଉତ୍ପାଦନ କ୍ଲଷ୍ଟର ପ୍ରତିଷ୍ଠା ନିମନ୍ତେ ପାଣ୍ଠି ଓ ଅନ୍ୟାନ୍ୟ ସହାୟତା ପାଇବା ପାଇଁ ଅନ୍ୟ ସରକାରୀ ବିଭାଗଗୁଡ଼ିକ ସହିତ ସମ୍ମିଶ୍ରଣ ଓ ସମନ୍ଵୟ ସ୍ଥାପନ